ରାକ୍ଷସ ପାଲଟିଗଲା ଭିଣୋଇ: ୨ଦିନ ବଳାତ୍କାର ପରେ ରାସ୍ତାରେ ଛାଡ଼ି ଚାଲିଗଲା

ଭବାନୀପାଟଣା: ମଣିଷ ଯେବେ ପଶୁ ପାଲଟିଯାଏ ସେତେବେଳେ ସେ ନିଜର ହିତାହିତ ଜ୍ଞାନ ହରାଇ ବସେ। କ’ଣ ଠିକ୍‌, କ’ଣ ଭୁଲ ସେ ଜାଣିପାରେନା। ଯାହାକୁ ନେଇ ଆମ ସମାଜରେ ଘଟିଯାଏ ଅଭାବନୀୟ ଘଟଣା। ଯେମିତି ଘଟିଛି ଭବାନୀପାଟଣାରେ। ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦୁଇଦିନ କାଳ ଦୁଷ୍କର୍ମ ପରେ ରାସ୍ତାରେ ଅଭିଯୁକ୍ତ ଛାଡ଼ି ପଳାଇଛି। ଏନେଇ ପରିବାର ଲୋକ ଥୁଆମୂଳ … Continue reading ରାକ୍ଷସ ପାଲଟିଗଲା ଭିଣୋଇ: ୨ଦିନ ବଳାତ୍କାର ପରେ ରାସ୍ତାରେ ଛାଡ଼ି ଚାଲିଗଲା